Skip to content
ମାର୍ଚ୍ଚ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ❛ସମ୍ବାଦ❜ ପକ୍ଷରୁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ଅଭିନବ କାର୍ଯ୍ୟକ୍ରମ ❛ସମ୍ବାଦ ସାହିତ୍ୟ ପକ୍ଷ❜ |
ଏହି ୧୫ ଦିନିଆ ସୃଜନ ସମାରୋହରେ ଆମ ଭାଷା-ସାହିତ୍ୟର ପ୍ରାୟ ସବୁ ବିଭାଗ ଓ ବିଭବକୁ ତୋଳି ଧରିବାର ପ୍ରୟାସ କରାଯାଇଛି ।
ଲେଖକ ଓ ପୁସ୍ତକ, ଆଲୋଚନା ଓ ଆବୃତ୍ତି , ପ୍ରଦର୍ଶନ ଓ ପ୍ରବୋଧନର ଏ ମହୋତ୍ସବରେ ସାମିଲ ହେବାକୁ ଆନ୍ତରିକ ଅନୁରୋଧ ।
ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ଏବେ ପ୍ରତି ଘରେ ସୃଜନର ଉତ୍ତରାୟଣ
ଆପଣଙ୍କ ଅପେକ୍ଷାରେ
ସମ୍ବାଦ ପରିବାର
ସ୍ଥାନ
ଆମ ଓଡ଼ିଶା କାର୍ଯ୍ୟାଳୟ, ୟୁନିଟ - ୩, ଭୁବନେଶ୍ବର
ଫୋନ୍ : ୬୩୭୨୯୦୪୭୧୭
ଇ-ମେଲ : sambadsahityaofficial@gmail.com
Facebook
Instagram
X-twitter
Linkedin
ମାନଚିତ୍ର ଅବସ୍ଥାନ